ଅର୍ଥ : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
							ଉଦାହରଣ : 
							ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛର ଯେଉଁ ମୂଳ ଔଷଧ କାମରେ ଲାଗେ
							ଉଦାହରଣ : 
							ବୈଦ୍ୟ ଖଣ୍ଡେ ଜଡ଼ି ଘୋରି ରୋଗୀକୁ ପିଆଇଲେ
							
ଅନ୍ୟ ଭାଷାରେ ଅନୁବାଦ :