ଅର୍ଥ : ଅଠାଆଦି ତରଳ ପଦାର୍ଥରେ ଦୁଇଟି ବସ୍ତୁକୁ ପରସ୍ପର ସହିତ ଯୋଡ଼ିବା
							ଉଦାହରଣ : 
							କାଗଜ କାଠ ସହିତ ଜଡ଼ିଗଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଳାରେ ଲଗେଇବା ବା ଆଲିଙ୍ଗନ କରିବା
							ଉଦାହରଣ : 
							ପିଲାଟି ମୋତେ ଦେଖି ମାଆ ଦେହରେ ଲାଗିଗଲା
							
ସମକକ୍ଷ : ଲାଗିଯିବା, ଲେପଟେଇ ଯିବା
ଅନ୍ୟ ଭାଷାରେ ଅନୁବାଦ :