ଅର୍ଥ : କୌଣସି ଘଟଣା ସମ୍ପର୍କରେ କଳହ ବା ଆବେଶପୂର୍ଣ୍ଣ ବିବାଦ କରିବା
							ଉଦାହରଣ : 
							ଜମି ଭାଗବାଣ୍ଟକୁ ନେଇ ଶ୍ୟାମ ତା ଭାଇମାନଙ୍କ ସହିତ କଳି କଲା
							
ସମକକ୍ଷ : କଳି କରିବା, ଗଣ୍ଡଗୋଳ କରିବା, ଲଢିବା, ଲଢେଇକରିବା
ଅନ୍ୟ ଭାଷାରେ ଅନୁବାଦ :
किसी बात पर कहासुनी या आवेशपूर्ण विवाद करना।
जमीन के बँटवारे को लेकर श्याम अपने भाइयों से लड़ने लगा।