ଅର୍ଥ : ଭୂଇଁରୁ ପାଣି ବାହାରକରିବା ଯନ୍ତ୍ର ଯେଉଁଥିରେ ଚାପଦେଇ ପାଣି ବାହାର କରାଯାଏ
						 
						 
					
							ଉଦାହରଣ : 
							ଆଜିକାଲି ଗାଁ ଗାଁ ରେ ନଳକୂଅ ଅଛି
							
					
							ସମକକ୍ଷ : 
							ନଳକୂଅ, ନଳକୂପ, ହାତପମ୍ପ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												ज़मीन से पानी निकालने का यंत्र जिससे हाथ से चाँप कर पानी निकाला जाता है।
												आजकल गाँव-गाँव में चाँपाकल है।
														
													चाँपाकल, 
नल, 
हैंडपंप, 
हैण्डपम्प