ଅର୍ଥ : ଠକୁଥିବା ବ୍ୟକ୍ତି
							ଉଦାହରଣ : 
							ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଶ୍ୱାସଘାତକତା କରିବା ବ୍ୟକ୍ତି
							ଉଦାହରଣ : 
							ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ  ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
							
ସମକକ୍ଷ : ଛଳନାପୂର୍ଣ୍ଣ, ନିର୍ଦ୍ଦୟ, ପ୍ରତାରକ, ବିଶ୍ୱାସଘାତୀ
ଅନ୍ୟ ଭାଷାରେ ଅନୁବାଦ :
Having the character of, or characteristic of, a traitor.
The faithless Benedict Arnold.ଅର୍ଥ : ଦଗାବାଜୀ କରୁଥିବା ବ୍ୟକ୍ତି
							ଉଦାହରଣ : 
							ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା
							
ଅନ୍ୟ ଭାଷାରେ ଅନୁବାଦ :