ଅର୍ଥ : ଧୋକାଖାଇ କିଛି ଧନ ହରାଇବା
							ଉଦାହରଣ : 
							ଆଜି ଆମେ ଜଣେ ଠକସାଧୁଙ୍କ ହାତରେ ଧୋକା ଖାଇଗଲୁ
							
ସମକକ୍ଷ : ଠକିହେବା, ଧୋକା ଖାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରିଦ୍ୱାରା ଠକେଇରେ ପଡ଼ିବା
							ଉଦାହରଣ : 
							ଏହି ଧନ୍ଦାରେ ମୁଁ ଠିକିଗଲି
							
ସମକକ୍ଷ : ଧୋକାଖାଇବା
ଅନ୍ୟ ଭାଷାରେ ଅନୁବାଦ :