ଅର୍ଥ : ଯେଉଁ ବଙ୍ଗଳା ବା କୋଠା ସରକାରଙ୍କ ତରଫରୁ ବିଦେଶୀ ବା ରାଜ୍ୟର ଅଧିକାରୀମାନଙ୍କ ରହଣିପାଇଁ ତିଆରି କରାଯାଇଥାଏ
							ଉଦାହରଣ : 
							ଏହି ଡାକବଙ୍ଗଳା ଇଂରେଜ ଅମଳର
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି
							ଉଦାହରଣ : 
							ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା
							
ସମକକ୍ଷ : ଚଟିଘର
ଅନ୍ୟ ଭାଷାରେ ଅନୁବାଦ :