ଅର୍ଥ : ଶାଖାରୁ ବାହାରିଥିବା ଛୋଟ ଶାଖା
							ଉଦାହରଣ : 
							ସେ ଗଛର ଏକ  ଶାଖା ଭାଙ୍ଗିଦେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
							ଉଦାହରଣ : 
							ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
							
ସମକକ୍ଷ : ଶାଖା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟ ଗଛର ମୂଳ ଏବଂ ଶାଖା
							ଉଦାହରଣ : 
							ଛୁଆଟି ଗଛର ଡାଳ ଭାଙ୍ଗିଦେଲା
							
ଅନ୍ୟ ଭାଷାରେ ଅନୁବାଦ :