ଅର୍ଥ : ଗୋଟିଏ ଲତା ଯାହାର ପତ୍ର ଉପରେ ଖଇର, ଚୂନ ଆଦି ଲଗାଇ ଏବଂ ତାକୁ ମୋଡ଼ିକରି ଖିଆଯାଏ"
							ଉଦାହରଣ : 
							ଏହି ବର୍ଷ ପାନ ପତ୍ର ବଢୁନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
एक लता जिसके पत्तों पर कत्था, चूना आदि लगाकर और उनका बीड़ा बनाकर खाया जाता है।
इस साल पान के पत्ते बढ़ नहीं रहे हैं।