ଅର୍ଥ : ଖାତା,କାଗଜ ଆଦିରେ ଲେଖାଇବା
							ଉଦାହରଣ : 
							ସେ ରାଜସ୍ୱ ଅଧିକାରୀଙ୍କୁ କହି ତା ନାମ ମତଦାନ ତାଲିକାରେ ତାଲିକାଭୁକ୍ତ କରାଇଲା
							
ସମକକ୍ଷ : ସୂଚୀଭୁକ୍ତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
खाते,काग़ज़ आदि में लिखवाना।
उसने पटवारी से कहकर अपना नाम मतदाता सूची में चढ़वाया।