ଅର୍ଥ : ମୁହଁ ଭିତରର ଉପରଅଙ୍ଗ ବା ଭାଗ ଯାହା ତଳେ ଜିଭ ରହେ
							ଉଦାହରଣ : 
							ରାମର ତାଳୁ ଫୁଲି ଯାଇଛି
							
ସମକକ୍ଷ : ତାଳୁକା
ଅନ୍ୟ ଭାଷାରେ ଅନୁବାଦ :
The upper surface of the mouth that separates the oral and nasal cavities.
palate, roof of the mouthଅର୍ଥ : ନବଜାତ ଶିଶୁର ମୁଣ୍ଡର ଉପରିଭାଗରେ ଥିବା କୋମଳ ଅଂଶ
							ଉଦାହରଣ : 
							ମା ନବଜାତ ଶିଶୁର ତାଳୁରେ ବାରମ୍ବାର ତେଲ ଲଗାଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
नवजात बच्चे के सिर का अग्र ऊपरी भाग जो थोड़ा कोमल होता है।
माँ शिशु के तालू पर बार-बार तेल थोप रही है।Any membranous gap between the bones of the cranium in an infant or fetus.
fontanel, fontanelle, soft spot