ଅର୍ଥ : କାନରେ ପିନ୍ଧା ଯାଉଥିବା ଫୁଲ ଆକାରର ଗୋଟିଏ ଗହଣା
						 
						 
					
							ଉଦାହରଣ : 
							ସୀତା ତାଟକ ପିନ୍ଧିବାକୁ ପସନ୍ଦ କରେ
							
					
							ସମକକ୍ଷ : 
							କର୍ଣ୍ଣପୂର, କାନକାପ, କାନଫୁଲ ବିଶେଷ, ତାଟକ, ତାଟଙ୍କ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
					
							
								
								
									
										
												Jewelry to ornament the ear. Usually clipped to the earlobe or fastened through a hole in the lobe.
												earring