ଅର୍ଥ : ଘୋଡ଼ା, ଗଧ ଆଦିକୁ ଆଗକୁ ଯିବାକୁ ଆଦେଶ ଦେବାପାଇଁ ମୁଁହରୁ ଉଚ୍ଚାରିତ ଏକ ଶବ୍ଦ
							ଉଦାହରଣ : 
							ତିକତିକ ଶବ୍ଦ ଶୁଣିବା ମାତ୍ରେ ହିଁ ଗଧ ଆଗକୁ ବଢ଼ିବାକୁ ଲାଗିଲା
							
ଅନ୍ୟ ଭାଷାରେ ଅନୁବାଦ :
घोड़ों, गधों आदि को आगे बढ़ने का आदेश देने के लिए मुँह से किया जाने वाला एक शब्द।
तिकतिक की आवाज सुनते ही गधा आगे बढ़ने लगा।