ଅର୍ଥ : ଚନ୍ଦନ, କେଶରଆଦିଦ୍ୱାରା ମସ୍ତକ, ବାହୁଆଦି ଉପରେ ଲଗାଯାଉଥିବା ଚିହ୍ନ
							ଉଦାହରଣ : 
							ସେ ପୂଜା କରିବା ସମୟରେ ଭଗବାନଙ୍କୁ ତିଳକ ଲଗାନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବସନ୍ତ ଋତୁରେ ଫୁଲ ଫୁଟୁଥିବା ଏକ ଗଛ ଯେଉଁଥିରେ ଚହଟ ଲାଲ ରଙ୍ଗର ଫୁଲ ଫୁଟେ
							ଉଦାହରଣ : 
							ତିଳକ ଫୁଲ ଆକର୍ଷଣୀୟ ଲାଗେ
							
ଅନ୍ୟ ଭାଷାରେ ଅନୁବାଦ :
वसंत ऋतु में फूलनेवाला एक प्रकार का पौधा जिसमें चटक लाल रंग के फूल आते हैं।
तिलक के फूल आकर्षक लग रहे हैं।ଅର୍ଥ : ଧଳା ରଙ୍ଗର ଏକ ମାଟି
							ଉଦାହରଣ : 
							ପଣ୍ଡିତ ମହାଶୟ ଯଜମାନଙ୍କ କପାଳରେ ଗୋପୀଚନ୍ଦନର ଟୀକା ଲଗେଇଲେ
							
ସମକକ୍ଷ : ଗୋପୀଚଂଦନ, ଗୋପୀଚନ୍ଦନ, ତିଲିଖ
ଅନ୍ୟ ଭାଷାରେ ଅନୁବାଦ :
द्वारका के सरोवर की वह पीली मिट्टी जिसका तिलक वैष्णव लोग लगाते हैं। आजकल यह नकली भी मिलने लगी है।
पण्डितजी ने यजमान के माथे पर गोपी-चन्दन का टीका लगाया।