ଅର୍ଥ : ସନ୍ତୁଷ୍ଟ ବା ତୃପ୍ତ କରିବା ଯୋଗ୍ୟ
							ଉଦାହରଣ : 
							ବ୍ରାହ୍ମଣ ଯଜମାନକୁ ତୋଷଣୀୟ ସାମଗ୍ରୀଗୁଡ଼ିକର ତାଲିକା ଧରାଇଦେଲେ
							
ସମକକ୍ଷ : ତୃପ୍ତିକାରକ, ତୋଷଣୀୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୁଖ ସମ୍ବନ୍ଧୀୟ ବା ସୁଖକର
							ଉଦାହରଣ : 
							ସଂସାରରେ ସମସ୍ତେ ସୁଖକର ଦ୍ରବ୍ୟ ଉପାର୍ଜନରେ ଲାଗିପଡ଼ିଛନ୍ତି
							
ସମକକ୍ଷ : ତୃପ୍ତିକାରକ, ତୋଷଣୀୟ, ସୁଖକର
ଅନ୍ୟ ଭାଷାରେ ଅନୁବାଦ :