ଅର୍ଥ : ତପସ୍ୟା କରିବା ବ୍ୟକ୍ତି
							ଉଦାହରଣ : 
							ବିଶ୍ୱାମିତ୍ର ଜଣେ ତପସ୍ୱୀ ଥିଲେ
							
ସମକକ୍ଷ : ତପବନ୍ତ, ତପସୀ, ତପସ୍ୱୀ, ତପୋନିଷ୍ଠ, ତପୋମୂର୍ତ୍ତୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତ୍ୟାଗ କରୁଥିବା ବ୍ୟକ୍ତି
							ଉଦାହରଣ : 
							ତ୍ୟାଗୀ ରାମଦାସ ସାରା ଜୀବନ ସମାଜ ସେବାରେ କଟେଇ ଦେଲେ
							
ଅନ୍ୟ ଭାଷାରେ ଅନୁବାଦ :
Freed from enchantment.
disenchanted