ଅର୍ଥ : ନିଜର ବ୍ୟଙ୍ଗପୂର୍ଣ୍ଣ କଥାରେ କାହାକୁ ମର୍ମାହତ କରିବା
							ଉଦାହରଣ : 
							ପରୀକ୍ଷାରେ ଭଲ ଫଳ ନହେବାରୁ ସମସ୍ତେ ଋତୁପର୍ଣ୍ଣାକୁ ବ୍ୟଙ୍ଗୋକ୍ତି କରୁଥିଲେ
							
ସମକକ୍ଷ : ବ୍ୟଙ୍ଗୋକ୍ତି କରିବା
ଅନ୍ୟ ଭାଷାରେ ଅନୁବାଦ :
किसी को अपनी व्यंगपूर्ण बातों से मर्माहत करना।
परीक्षा में अच्छा परिणाम न मिलने के कारण सभी रितु पर कटाक्ष कर रहे थे।ଅର୍ଥ : ମନ ଖୁସି କରିବାପାଇଁ କଥା କିମ୍ବା କାମ କରିବା
							ଉଦାହରଣ : 
							ସେ ନିଜର ସହପାଠୀମାନଙ୍କୁ ଥଟ୍ଟା ମଜା କରନ୍ତି
							
ସମକକ୍ଷ : ପରିହାସ କରିବା, ବିନୋଦ କରିବା, ମଜା କରିବା
ଅନ୍ୟ ଭାଷାରେ ଅନୁବାଦ :
मन बहलानेवाली बात या काम करना।
वह अपने सहपाठी के साथ मज़ाक कर रहा है।