ଅର୍ଥ : ଚିନ୍ତା,ଆଶଙ୍କା,ଭୟ ଆଦି ଉତ୍ପନ୍ନ କରିବା
							ଉଦାହରଣ : 
							ମୋ ହୃଦୟକୁ ଥରାଅ ନାହିଁ, ମୁଁ ବହୁତ ଦୁର୍ବଳ
							
ସମକକ୍ଷ : ଡରାଇବା, ଭୟଭୀତ କରାଇବା, ସ୍ପନ୍ଦିତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କମ୍ପିବାପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ଶ୍ୟାମ ନିଜ ହାତ ଥରାଉଛି
							
ସମକକ୍ଷ : କମ୍ପନ କରିବା, କମ୍ପାଇବା, ଥରେଇବା
ଅନ୍ୟ ଭାଷାରେ ଅନୁବାଦ :