ଅର୍ଥ : ଆଙ୍ଗୁଠିରେ ଛୁଇଁ ଉପଲବ୍ଧି କରୁଥିବା ପ୍ରକ୍ରିୟା
							ଉଦାହରଣ : 
							ଚକୋଲେଟ୍ ପାଇବା ଲାଳସାରେ ପିଲାଙ୍କର ପକେଟ୍ ଦରାଣ୍ଡିବା ଉଚିତ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାଣିବାପାଇଁ ଆଙ୍ଗୁଳିଦ୍ୱାରା ଛୁଇଁବା ବା ଦବାଇବା
							ଉଦାହରଣ : 
							ଶ୍ୟାମ ତା ବାପାଙ୍କ ପକେଟ୍ ଅଣ୍ଡାଳୁଛି
							
ଅନ୍ୟ ଭାଷାରେ ଅନୁବାଦ :