ଅର୍ଥ : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
							ଉଦାହରଣ : 
							ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
							ଉଦାହରଣ : 
							ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
							
ସମକକ୍ଷ : ପାର୍ଟି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
							ଉଦାହରଣ : 
							ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
							ଉଦାହରଣ : 
							ଆପଣ କେଉଁ ଦଳର ?
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛେଳି ବା ମେଣ୍ଢାଆଦି ପଶୁଗୁଡ଼ିକଙ୍କର ଏକ ଦଳ
							ଉଦାହରଣ : 
							ମେଣ୍ଢା ଜଗୁଆଳ ମେଣ୍ଢା ପଲହକୁ ଅଡ଼େଇ ଜଙ୍ଗଲ ଆଡ଼କୁ ଯାଉଛି
							
ସମକକ୍ଷ : ପଲ୍ହ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ କାମ, ପ୍ରଦର୍ଶନ, ବ୍ୟବସାୟଆଦିପାଇଁ କରାଯାଇଥିବା କିଛି ଲୋକଙ୍କର ସମୂହ
							ଉଦାହରଣ : 
							ଆମ ସହରକୁ ଚିତ୍ରକୂଟର ରାମଲୀଳା ମଣ୍ଡଳୀ ଆସିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
							ଉଦାହରଣ : 
							ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି ବିଷୟରେ ବିଚାର-ବିମର୍ଶ କରିବା ବା ଯୋଜନା ପ୍ରସ୍ତୁତ କରିବା ବା କୌଣସି ପ୍ରତିଯୋଗିତାର ନିର୍ଣ୍ଣାୟକ ରୂପେ ଏକତ୍ରୀତ ହୋଇଥିବା କୌଣସି ବିଶେଷ କାର୍ଯ୍ୟନେଇ ଲୋକଙ୍କର ଗୋଷ୍ଠୀ
							ଉଦାହରଣ : 
							ବାଦବିବାଦ ପ୍ରତିଯୋଗିତାରେ ନିର୍ଣ୍ଣାୟକ ଦଳ ନିଜର ଫଳାଫଳକୁ ଆୟୋଜକଙ୍କ ନିକଟକୁ ପଠାଇଦେଲେ
							
ସମକକ୍ଷ : ପେନେଲ
ଅନ୍ୟ ଭାଷାରେ ଅନୁବାଦ :
A group of people gathered for a special purpose as to plan or discuss an issue or judge a contest etc.
panelଅର୍ଥ : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
							ଉଦାହରଣ : 
							ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
							ଉଦାହରଣ : 
							ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
							
ସମକକ୍ଷ : ଗଣ, ଗୋଠ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
ଅନ୍ୟ ଭାଷାରେ ଅନୁବାଦ :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.