ଅର୍ଥ : ଦାନଶୀଳ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							କର୍ଣ୍ଣର ଦାନୀପଣ ହିଁ ତାର ମୃତ୍ୟୁର କାରଣ ହେଲା
							
ସମକକ୍ଷ : ଉଦାରତା, ଦାତବ୍ୟ, ଦାନଶୀଳତା
ଅନ୍ୟ ଭାଷାରେ ଅନୁବାଦ :
Liberality in bestowing gifts. Extremely liberal and generous of spirit.
largess, largesse, magnanimity, munificence, openhandedness