ଅର୍ଥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
							ଉଦାହରଣ : 
							ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛଅ ରାଗରୁ ଦ୍ୱିତୀୟ ରାଗ
							ଉଦାହରଣ : 
							ଏକ କିମ୍ବଦନ୍ତୀ ଅନୁସାରେ ଦୀପକ ରାଗ ଗାନକଲେ ଲିଭି ଯାଇଥିବା ଦୀପ ବି ଜଳି ଉଠେ
							
ସମକକ୍ଷ : ଦୀପକ ରାଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅର୍ଥାଳଙ୍କାରର ଏକ ପ୍ରକାର
							ଉଦାହରଣ : 
							ଦୀପକ ଅଳଙ୍କାରରେ ଅନେକ କ୍ରିୟାର ଗୋଟିଏ କାରକ ବୋଲି କୁହାଯାଏ
							
ସମକକ୍ଷ : ଦୀପକ ଅଳଙ୍କାର
ଅନ୍ୟ ଭାଷାରେ ଅନୁବାଦ :