ଅର୍ଥ : ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି
							
ସମକକ୍ଷ : ବିଶାଳତା
ଅନ୍ୟ ଭାଷାରେ ଅନୁବାଦ :
Unusual largeness in size or extent or number.
enormousness, grandness, greatness, immenseness, immensity, sizeableness, vastness, widenessଅର୍ଥ : ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର
							ଉଦାହରଣ : 
							ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦୀର୍ଘ ବା ଲମ୍ବା ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							କଣ ଆପଣ ବିରହିଣୀର ବିରହ କାଳର ଦୀର୍ଘତାକୁ ଅନୁମାନ କରିପାରିବେ
							
ଅନ୍ୟ ଭାଷାରେ ଅନୁବାଦ :