ଅର୍ଥ : ଯେଉଁଥିରେ ବହୁତ ହେରଫେର୍ ବା ପେଞ୍ଚ ଅଛି ଏବଂ ସେଥିପାଇଁ ଯାହା ଶୀଘ୍ର ବୁଝିହୁଏନାହିଁ
							ଉଦାହରଣ : 
							ଏହା ଦୁର୍ବୋଧ୍ୟ ମାମଲା, ଏହାର ସମାଧାନ ବାହାର କରିବା କଠିନ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଶୀଘ୍ର ବୁଝି ହୁଏ ନାହିଁ
							ଉଦାହରଣ : 
							ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
							
ଅନ୍ୟ ଭାଷାରେ ଅନୁବାଦ :
Difficult to analyze or understand.
A complicated problem.