ଅର୍ଥ : ଖରାପ ଗନ୍ଧ
							ଉଦାହରଣ : 
							ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
							ଉଦାହରଣ : 
							ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
							
ସମକକ୍ଷ : ପଚାଗନ୍ଧ, ପଚାଳିଆଗନ୍ଧ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହାଲୁକା ଦୁର୍ଗନ୍ଧ
							ଉଦାହରଣ : 
							ବହୁତ ସମୟଧରି କଟାହୋଇ ରହିଥିବା ପିଆଜରୁ ଦୁର୍ଗନ୍ଧ ଆସୁଛି
							
ଅନ୍ୟ ଭାଷାରେ ଅନୁବାଦ :