ଅର୍ଥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
							ଉଦାହରଣ : 
							ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
							
ସମକକ୍ଷ : ଆଦର୍ଶ, ଉଦାହରଣ, ଡିଜାଇନ, ନମୁନା, ନିଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
A model considered worthy of imitation.
The American constitution has provided a pattern for many republics.ଅର୍ଥ : କୌଣସି ବିଷୟକୁ ସ୍ପଷ୍ଟ ରୂପରେ ବଦଳାଇବା କିମ୍ବା ସିଦ୍ଧ କରିବାପାଇଁ କୌଣସି ଜଣାଶୁଣା ଅନ୍ୟ ବିଷୟର ଉଲ୍ଲେଖ
							ଉଦାହରଣ : 
							ବିଷୟଗୁଡ଼ିକୁ ଉଦାହରଣ ଦେଇ ବୁଝାଇଲେ ଶୀଘ୍ର ବୁଝିହୁଏ
							
ଅନ୍ୟ ଭାଷାରେ ଅନୁବାଦ :