ଅର୍ଥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
							ଉଦାହରଣ : 
							ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
							
ଅନ୍ୟ ଭାଷାରେ ଅନୁବାଦ :
A mental position from which things are viewed.
We should consider this problem from the viewpoint of the Russians.