ଅର୍ଥ : ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ ବୋଲି ବିଚାରକରାଯାଏ
							ଉଦାହରଣ : 
							ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି
							
ସମକକ୍ଷ : ଠାକୁର, ଦିଅଁ, ଦେବତା, ସୁର
ଅନ୍ୟ ଭାଷାରେ ଅନୁବାଦ :
स्वर्ग आदि में रहने वाले वे अमर प्राणी जो पूज्य माने जाते हैं।
इस मंदिर में कई देवताओं की मूर्तियाँ स्थापित हैं।ଅର୍ଥ : ସହୃଦୟ, ଧର୍ମୀ ଏବଂ ସବୁବେଳେ ଅନ୍ୟର ସହାୟତା କରୁଥିବା ବ୍ୟକ୍ତି
							ଉଦାହରଣ : 
							ମହାତ୍ମା ଗାନ୍ଧୀ ଦେବତା ଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
A man of such superior qualities that he seems like a deity to other people.
He was a god among men.