ଅର୍ଥ : ଝୁଲାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ରମା ଝୁଲାକୁ ମମତାଦ୍ୱାରା ଝୁଲାଇଲା
							
ସମକକ୍ଷ : ଝୁଲାଇବା, ଦୋଳାୟମାନ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଲାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ଆମ୍ବ ତୋଳାଇବାପାଇଁ ମାଲିକ ଚାକରଦ୍ୱାରା ଗଛ ହଲାଇଲେ
							
ସମକକ୍ଷ : ହଲାଇବା
ଅନ୍ୟ ଭାଷାରେ ଅନୁବାଦ :
हिलाने का काम दूसरे से कराना।
आम तुड़वाने के लिए मालिक ने नौकर से पेड़ हिलवाया।ଅର୍ଥ : ହଲେଇବା
							ଉଦାହରଣ : 
							ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି
							
ସମକକ୍ଷ : ଦୋହଲେଇବା, ହଲାଇବା, ହଲେଇବା
ଅନ୍ୟ ଭାଷାରେ ଅନୁବାଦ :
हरकत देना या कुछ ऐसा करना जिससे कुछ या कोई हिले या किसी को हिलने में प्रवृत्त करना।
श्याम फल तोड़ने के लिए पेड़ की डाली को हिला रहा है।