ଅର୍ଥ : ପ୍ରଯତ୍ନ ସହିତ ଏପଟ ସେପଟ ବୁଲିବା
							ଉଦାହରଣ : 
							ଏହି ଚାକିରି ପାଇବା ପାଇଁ ମୁଁ ବହୁତ ଦୌଡ଼ିଲି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଡେଇଁକି ପହଞ୍ଚିବା
							ଉଦାହରଣ : 
							ଚୋର ପୋଲିସଠୁ ବଞ୍ଚିବାପାଇଁ ନଦୀକୁ ଡିଆଁମାରିଲା
							
ସମକକ୍ଷ : ଡିଆଁମାରିବା
ଅନ୍ୟ ଭାଷାରେ ଅନୁବାଦ :
उछलकर कहीं पहुँचना।
चोर पुलिस से बचने के लिए नदी में कूद गया।ଅର୍ଥ : ଖୁବ ଶୀଘ୍ର ଶୀଘ୍ର ପାଦ ଉଠାଇ ଚାଲିବା
							ଉଦାହରଣ : 
							ବିଲେଇ ମୂଷାକୁ ଦେଖିବାକ୍ଷଣି ତାଆଡ଼କୁ ଦୌଡ଼ିଲା
							
ଅନ୍ୟ ଭାଷାରେ ଅନୁବାଦ :
Move fast by using one's feet, with one foot off the ground at any given time.
Don't run--you'll be out of breath.