ଅର୍ଥ : ଯାହା ତରଳ ପଦାର୍ଥ ଭଳି ପତଳା ବା ତରଳିଯାଇଛି
							ଉଦାହରଣ : 
							ପର୍ବତଗୁଡ଼ିକରୁ ଦ୍ରବିତ ହିମପ୍ରବାହ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଦୟାରେ ଭରିଯାଇଛି
							ଉଦାହରଣ : 
							ରମେଶର ଏ ଦଶା ଦେଖି ମୋହନର ହୃଦୟ ଦୟାର୍ଦ୍ର ହୋଇଉଠିଲା
							
ଅନ୍ୟ ଭାଷାରେ ଅନୁବାଦ :