ଅର୍ଥ : ଏକ ପ୍ରକାର ଲତା ଯେଉଁଥିରୁ ମିଠା, ରସଯୁକ୍ତ ଫଳ ମିଳେ
							ଉଦାହରଣ : 
							ନାସିକରେ ବହୁତ ଅଙ୍ଗୁର କ୍ଷେତ ଅଛି
							
ସମକକ୍ଷ : ଅଙ୍ଗୁର, ଦ୍ରାକ୍ଷାଲତା
ଅନ୍ୟ ଭାଷାରେ ଅନୁବାଦ :
Any of numerous woody vines of genus Vitis bearing clusters of edible berries.
grape, grape vine, grapevine