ଅର୍ଥ : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
						 
						 
					
							ଉଦାହରଣ : 
							କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
							
					
							ସମକକ୍ଷ : 
							ଅସ୍ଥିର, ଆନ୍ଦୋଳିତ, ଚଞ୍ଚଳ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												ठीक या एक स्थिति में न रहनेवाला अथवा जो कभी इधर होता हो और कभी उधर।
												कोई काम-धंधा न होने के कारण रमेश की स्थिति डाँवाडोल हो गई है।
														
													डाँवाँडोल, 
डाँवाडोल 
											 
								 
							 
						 
					
							
								
								
									
										
												Not settled or established.
												An unsettled lifestyle.
														
													unsettled