ଅର୍ଥ : ଭୟ,ଉଦ୍ବେଗ ଆଦିଯୋଗୁଁ ହୃଦୟର ଗତି ତୀବ୍ର ହେବା
						 
						 
					
							ଉଦାହରଣ : 
							ପୋଲିସକୁ ଦେଖିବା କ୍ଷଣି ଚୋରର ଛାତି ଧକଧକ ହେବାକୁ ଲାଗିଲା
							
					
							ସମକକ୍ଷ : 
							କମ୍ପିବା, ଥରିବା, ଧଡ଼ଧଡ଼ ହେବା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												भय, उद्वेग आदि के कारण हृदय की गति का तीव्र होना।
												पुलिस को देखते ही चोर का दिल धकधकाने लगा।
														
													धकधकाना, 
धकपकाना, 
धगधगाना