ଅର୍ଥ : ଧର୍ମ ସମ୍ପର୍କରେ ଶିକ୍ଷା ଦେଉଥିବା ବ୍ୟକ୍ତି
							ଉଦାହରଣ : 
							ଏହି ଧର୍ମ ସମ୍ମେଳନରେ କେତେଜଣ ଦିଗ୍ଗଜ ଧର୍ମଗୁରୁ ଭାଗ ନେଉଛନ୍ତି
							
ସମକକ୍ଷ : ଧର୍ମ ଉପଦେଶକ, ଧର୍ମାଚାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
धर्म संबंधी शिक्षा देने वाला व्यक्ति।
इस धर्म सम्मेलन में कई दिग्गज धर्मगुरु भाग ले रहे हैं।A Hindu or Buddhist religious leader and spiritual teacher.
guru