ଅର୍ଥ : ସୂର୍ଯ୍ୟ କିରଣର ବିସ୍ତାର
							ଉଦାହରଣ : 
							ଥଣ୍ଡା ପାଗରେ ଖରା ଭଲ ଲାଗେ
							
ସମକକ୍ଷ : ଆତପ, ଖରା, ନିଦାଘ, ସୂର୍ଯ୍ୟତାପ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୁଗନ୍ଧ ନିମନ୍ତେ ଜଳାଯାଉଥିବା ବତୀ
							ଉଦାହରଣ : 
							ପୂଜା କଲାବେଳେ ମୋହନ ଅଗରବତୀ ଜଳାଏ
							
ସମକକ୍ଷ : ଅଗରବତୀ
ଅନ୍ୟ ଭାଷାରେ ଅନୁବାଦ :
सुगन्ध के निमित्त जलाने की बत्ती।
मोहन पूजा करते समय अगरबत्ती जलाता है।A substance that produces a fragrant odor when burned.
incense