ଅର୍ଥ : ଧୂପ ରଖିବାପାଇଁ ଛୋଟ ବାସନ
							ଉଦାହରଣ : 
							ମାଆ  ଧୂପଦାନୀରୁ ଧୂପ ଜଳାଇବାପାଇଁ ବାହାର କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପାତ୍ରରେ ଝୁଣା ବା ଧୂପ ରଖି ଜଳାହୁଏ
							ଉଦାହରଣ : 
							ଜେଜେ ପୂଜା କରିବାପାଇଁ ଧୂପଦାନୀରେ ଧୂପ ଜଳେଇଲେ
							
ଅନ୍ୟ ଭାଷାରେ ଅନୁବାଦ :