ଅର୍ଥ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
							ଉଦାହରଣ : 
							ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
							
ସମକକ୍ଷ : ଅନୁକରଣକାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କାହାରି ହାବ-ଭାବ,ସ୍ୱର ଆଦିର ନକଲ କରେ
							ଉଦାହରଣ : 
							ସର୍କସରେ ଜଣେ ନକଲକାରୀ ନିଜ ସାଥୀମାନଙ୍କର ନକଲ କରୁଥିଲା
							
ସମକକ୍ଷ : ନକଲଚୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
							ଉଦାହରଣ : 
							ମାଙ୍କଡ଼ ବହୁତ ନକଲକାରୀ
							
ସମକକ୍ଷ : ଅନୁକରଣକାରୀ
ଅନ୍ୟ ଭାଷାରେ ଅନୁବାଦ :