ଅର୍ଥ : ବୁଣା କାମରେ ଆସୁଥିବା ତନ୍ତୀର ଏକ ଉପକରଣ
							ଉଦାହରଣ : 
							ନଟେଇରେ ଲୁଗାର ଲମ୍ବା ପାଖ ସୂତାର ଶେଷଭାଗ ଟଣା ଯାଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଉପକରଣ ଉପରେ ଗୁଡ଼ି ଉଡ଼ାଇବା ସୂତା ଗୁଡ଼ାଯାଏ
							ଉଦାହରଣ : 
							ସେ ଗୁଡ଼ିର ସୂତାକୁ ଗୁଡ଼ାଇବାପାଇଁ ଗୋଟିଏ ନଟେଇ କିଣିଲା
							
ଅର୍ଥ : ବଡକାଠିରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ତନ୍ତ ସୂତା ଗୁଡ଼ା ହୋଇଥାଏ
							ଉଦାହରଣ : 
							ତନ୍ତୀ  ନଟେଇରେ ସୂତା ଗୁଡ଼ାଉଛି
							
ଅନ୍ୟ ଭାଷାରେ ଅନୁବାଦ :