ଅର୍ଥ : ଧାର୍ମିକ ବିଚାର ଅନୁଯାୟୀ ଯେଉଁ ଜାଗାକୁ ଦଣ୍ଡ ଭୋଗିବାପାଇଁ ପାପୀ ବା ଦୁରାଚାରୀଙ୍କ ଆତ୍ମାକୁ ପଠାଯାଏ
							ଉଦାହରଣ : 
							ମଲା ପରେ ପାପୀ ନର୍କକୁ ଯାଏ
							
ସମକକ୍ଷ : ନର୍କ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ଅସୁର
							ଉଦାହରଣ : 
							ନରକ ବିପ୍ରଚିତ୍ତିର ପୁଅ ଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ଖରାପ ଓ କଷ୍ଟଦାୟକ ସ୍ଥାନ
							ଉଦାହରଣ : 
							ଆତଙ୍କବାଦୀଙ୍କ ଅକ୍ତିଆରରେ ଆସିବାପରେ ହିଁ ଏହି ସହର ଆମପାଇଁ ନରକ ହୋଇଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :