ଅର୍ଥ : ରଙ୍ଗମଞ୍ଚ ଉପରେ ଅଭିନେତାମାନଙ୍କର ହାବଭାବ, ପୋଷାକ ଏବଂ କଥାବାର୍ତ୍ତାଦ୍ୱାରା ଘଟଣାର ପ୍ରଦର୍ଶନ
							ଉଦାହରଣ : 
							ଗାୟନ ପରି ବାଦନ ମଧ୍ୟ ନାଟ୍ୟ କ୍ଷେତ୍ରରେ ଆବଶ୍ୟକ ପାତ୍ର ନିଜର ଅଭିନୟଦ୍ୱାରା ନାଟକରେ ସଜୀବତା ଆଣିଦେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରଙ୍ଗମଞ୍ଚରେ ଅଭିନେତାମାନଙ୍କର ହାବଭାବ, କଥାବାର୍ତ୍ତା ଇତ୍ୟାଦି ପ୍ରଦର୍ଶିତ ହେବାପାଇଁ ରଚନା
							ଉଦାହରଣ : 
							ତାଙ୍କଦ୍ୱାରା ଲିଖିତ କେତେକ ନାଟକ ରଙ୍ଗମଞ୍ଚରେ ପ୍ରଦର୍ଶିତ ହୋଇସାରିଛି
							
ସମକକ୍ଷ : ମହାରୂପକ
ଅନ୍ୟ ଭାଷାରେ ଅନୁବାଦ :
A dramatic work intended for performance by actors on a stage.
He wrote several plays but only one was produced on Broadway.ଅର୍ଥ : କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ
							ଉଦାହରଣ : 
							ସେ ବେମାର ହେବାର ନାଟକ କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
The act of giving a false appearance.
His conformity was only pretending.