ଅର୍ଥ : ଯେଉଁ ଜାତି ସାଧାରଣତଃ ଗାନ-ବାଦନ, ଖେଳ-ତାମସା କରି ବା କୁସ୍ତି-କସରତ ଆଦି ଦେଖାଇ ଜୀବନ ନିର୍ବାହ କରନ୍ତି
							ଉଦାହରଣ : 
							ନାଟୁଆ ଜାତି ନିଜ ବୃତ୍ତିରୁ ଦୁରେଇ ଯାଉଛନ୍ତି
							
ସମକକ୍ଷ : ଚଢ଼େଇଆ ଜାତି
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati