ଅର୍ଥ : ସଦାବେଳେ ନାତ ଖାଉଥିବା ଓ ଦୁଃଖଦୁର୍ଦଶା ଭୋଗକରୁଥିବା ଲୋକ
							ଉଦାହରଣ : 
							ମାଡ଼ ଖାଇଲାପରେ ବି ନାତଖିଆଙ୍କୁ ଲାଜ ମାଡ଼େନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରାୟତଃ ଲାତ ଖାଉଥିବା ବା ଦୁର୍ଦଶା ଭୋଗୁଥିବା ଲୋକ
							ଉଦାହରଣ : 
							ଲାତଖିଆ ଲୋକମାନଙ୍କୁ କି ଲାଜ ଅଛି!
							
ଅନ୍ୟ ଭାଷାରେ ଅନୁବାଦ :
Deserving of contempt or scorn.
contemptible