ଅର୍ଥ : ଜରାୟୁଜ ଜନ୍ତୁମାନଙ୍କ ପେଟର ମଧ୍ୟଭାଗର ସେହି ଗାତ ଯେଉଁଠି ଗର୍ଭାବସ୍ଥାରେ ଜରାୟୁନଳି ଯୋଡ଼ି ହୋଇଥାଏ
							ଉଦାହରଣ : 
							ଏହି ପିଲାଟିର ନାହି ପାଚିଯାଇଛି
							
ସମକକ୍ଷ : ନାହି
ଅନ୍ୟ ଭାଷାରେ ଅନୁବାଦ :
A scar where the umbilical cord was attached.
You were not supposed to show your navel on television.