ଅର୍ଥ : ଲେମ୍ବୁ ଜାତିର ଏକ ମଧ୍ୟମ ଆକାରର ଗଛ
							ଉଦାହରଣ : 
							ନାରଙ୍ଗୀର ଫଳ ମିଠା,ସୁଗନ୍ଧିତ ଓ ରସାଳ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନାରଙ୍ଗର ଚୋପା ଭଳି ରଙ୍ଗ ବା ହଳଦୀ ମିଶା ଲାଲ ରଙ୍ଗ
							ଉଦାହରଣ : 
							ଚିତ୍ରକର ନିଜ ଚିତ୍ରକୁ ନାରଙ୍ଗୀରେ ରଙ୍ଗାଉଛି
							
ଅନ୍ୟ ଭାଷାରେ ଅନୁବାଦ :
नारंगी के छिलके के समान रंग या पीलापन लिए लाल रंग।
चित्रकार अपने चित्र को नारंगी रंग से रंग रहा है।