ଅର୍ଥ : ଯାହାକୁ ଶୋଇବା ସମୟରେ ମଧ୍ୟ ନିଦ ଆସେନାହିଁ
							ଉଦାହରଣ : 
							ଉନ୍ନିଦ୍ର ବ୍ୟକ୍ତି ରାତିସାରା ଖଟ ଉପରେ କଡ଼ ବଦଳାଉଥାଏ
							
ସମକକ୍ଷ : ଉନ୍ନିଦ୍ର, ନିଦ୍ରା ରହିତ
ଅନ୍ୟ ଭାଷାରେ ଅନୁବାଦ :
जिसे सोने के समय भी नींद न आती हो।
उन्निद्र व्यक्ति रातभर चारपाई पर करवटें बदलता रहा।ଅର୍ଥ : ଯାହାକୁ ନିଦ ଆସୁନି
							ଉଦାହରଣ : 
							ନିଦ୍ରାହୀନ ବ୍ୟକ୍ତିକୁ ପ୍ରତିଦିନ ଶୋଇବାପାଇଁ ଔଷଧ ଖାଇବାକୁ ପଡ଼େ
							
ସମକକ୍ଷ : ନିଦ୍ରାବିହୀନ, ନିଦ୍ରାରହିତ
ଅନ୍ୟ ଭାଷାରେ ଅନୁବାଦ :
जिसे निद्रा न आवे।
अनिद्र व्यक्ति को रोज सोने के लिए दवा खानी पड़ती है।