ଅର୍ଥ : ଯାହାର କୌଣସି ଆଧାର ନାହିଁ
							ଉଦାହରଣ : 
							ଆଧାରହୀନ ବେଲୁନ୍ ପବନରେ ଉପରକୁ ଉଡ଼ିବାକୁ ଲାଗିଲା
							
ଅନ୍ୟ ଭାଷାରେ ଅନୁବାଦ :
Without a basis in reason or fact.
Baseless gossip.ଅର୍ଥ : ଯେଉଁଥିରେ କିଛି ସତ୍ୟତା ବା ଯଥାର୍ଥତା ନାହିଁ
							ଉଦାହରଣ : 
							ନ୍ୟାୟାଳୟରେ ତାଙ୍କଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଆଧାରହୀନ
							
ସମକକ୍ଷ : ଅପ୍ରାମାଣିକ, ଆଧାରହୀନ, ଭିତ୍ତିହୀନ
ଅନ୍ୟ ଭାଷାରେ ଅନୁବାଦ :
Without a basis in reason or fact.
Baseless gossip.