ଅର୍ଥ : ଯାହାଙ୍କର ଆଶା ହତ ବା ନଷ୍ଟ ହୋଇଯାଇଛି
							ଉଦାହରଣ : 
							ବିଦ୍ୟାଳୟରେ ନାମ ଲେଖାଇବାକୁ ନମିଳିବାରୁ ଶ୍ୟାମ ହତାଶ ହୋଇଗଲା
							
ସମକକ୍ଷ : ହତାଶ
ଅନ୍ୟ ଭାଷାରେ ଅନୁବାଦ :
Arising from or marked by despair or loss of hope.
A despairing view of the world situation.ଅର୍ଥ : ଯାହାର ଆଶା ନାହିଁ
							ଉଦାହରଣ : 
							ମହେଶ ବହୁତ ଜଲ୍ଦି ଆଶାହୀନ ହୋଇ କୌଣସି କାମରେ ହାର ମାନି ଯାଏ
							
ସମକକ୍ଷ : ଆଶାହୀନ