ଅର୍ଥ : ଯାହାର କୌଣସି ନିର୍ବାଚନରେ ସ୍ୱ ମତ ବ୍ୟକ୍ତ କରିବାର ଅଧିକାର ଥାଏ
							ଉଦାହରଣ : 
							ନିର୍ବାଚନ ସମୟରେ ବଡ଼ବଡ଼ ନେତାମାନେ ମଧ୍ୟ ମତଦାତାଙ୍କ ଆଗରେ ନ୍ୟୁନ ହୋଇଯାନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ନିର୍ବାଚନ କରାଏ
							ଉଦାହରଣ : 
							ନିର୍ବାଚକକୁ ନିଜ ନିର୍ଣ୍ଣୟ ଭାବିଚିନ୍ତି ନେବା ଉଚିତ
							
ସମକକ୍ଷ : ଚୟନକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
वह जो निर्वाचन करे या चुने।
निर्वाचक को अपना निर्णय सोच समझ कर लेना चाहिए।