ଅର୍ଥ : ତିଆରି କରିବାର କାମ
							ଉଦାହରଣ : 
							ଘରର ତିଆରି ଆରମ୍ଭ ହୋଇଛି
							
ସମକକ୍ଷ : ତିଆରି, ପ୍ରସ୍ତୁତି, ପ୍ରସ୍ତୁତିକରଣ
ଅନ୍ୟ ଭାଷାରେ ଅନୁବାଦ :
The act of constructing something.
During the construction we had to take a detour.ଅର୍ଥ : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
							ଉଦାହରଣ : 
							ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
							
ସମକକ୍ଷ : ଅଧିସ୍ଥାପନା, ଗଠନ, ସଂସ୍ଥାପନା, ସ୍ଥାପନା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
							ଉଦାହରଣ : 
							ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଜଗତର ରଚନା କରାଯାଇଛି  ଏହି ଭବନର ନିର୍ମାଣ କୌଶଳ ମୋଗଲଶୈଳୀ ଅନୁସାରେ ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
रचने या बनाने की क्रिया या भाव।
धर्म ग्रन्थों के अनुसार जगत की रचना ब्रह्मा द्वारा की गई है।ଅର୍ଥ : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
							ଉଦାହରଣ : 
							ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
							
ଅନ୍ୟ ଭାଷାରେ ଅନୁବାଦ :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।